STORYMIRROR

Biswajeeban Mishra

Abstract Others Romance

3  

Biswajeeban Mishra

Abstract Others Romance

ଇଚ୍ଛାହୁଏ …

ଇଚ୍ଛାହୁଏ …

1 min
13.5K


    

ପକ୍ଷୀର ସୁରେ ସୁରେ ଗୀତଟିଏ ଗାଇବାକୁ

ପବନର ତାଳେ ତାଳେ ନାଚି ଉଠିବାକୁ

ବରଷାର ବୁନ୍ଦା ବୁନ୍ଦା ପାଣିରେ ଭିଜି ଯିବାକୁ

ଇନ୍ଦ୍ରଧନୁର ରଙ୍ଗରେ ଧରାକୁ ରଙ୍ଗେଇ ଦେବାକୁ

ଇଚ୍ଛା ହୁଏ …

ତୁମର ସବୁ କଷ୍ଟ, ଯନ୍ତ୍ରଣାକୁ ଆବୋରି ନେଇ

ତୁମକୁ ପ୍ରାଣ ଭରି ଭଲ ପାଇବାକୁ …

ସବୁକିଛି ସମର୍ପି ଦେବାକୁ …


Rate this content
Log in

Similar oriya poem from Abstract