STORYMIRROR

Biswajeeban Mishra

Abstract

2  

Biswajeeban Mishra

Abstract

ଉଠ! ଆଖି ଖୋଲ !

ଉଠ! ଆଖି ଖୋଲ !

1 min
2.2K


ଜ୍ଞାନୀ ଅଜ୍ଞାନ

କୁଜନ ସୁଜନ

ଦୁଃସ୍ଥ ରାଜନ

ଯୋଗୀ ଭୋଗୀ

ତୁମେ ଅବା ମୁଁ

ପ୍ରଭେଦ ବା କାହିଁ ?

ତୁମେ ଆଉ ତୁମେ ହୋଇ ନାହଁ

ମୁଁ ଆଉ ମୁଁ ହୋଇ ନାହିଁ

ଉଠ! ଆଖି ଖୋଲ ! ଦେଖ !

ସମତାର ମହାକାଶରେ

ଆଜି, ଆତ୍ମରବି ପ୍ରକାଶିତ !


Rate this content
Log in

Similar oriya poem from Abstract