ଉଠ! ଆଖି ଖୋଲ ! ଦେଖ ! ସମତାର ମହାକାଶରେ ଆଜି, ଆତ୍ମରବି ପ୍ରକାଶିତ ! ଉଠ! ଆଖି ଖୋଲ ! ଦେଖ ! ସମତାର ମହାକାଶରେ ଆଜି, ଆତ୍ମରବି ପ୍ରକାଶିତ !