Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswajeeban Mishra

Abstract Others Inspirational

3  

Biswajeeban Mishra

Abstract Others Inspirational

ନିଷ୍ପ୍ରଭ ନିର୍ବାଣ!

ନିଷ୍ପ୍ରଭ ନିର୍ବାଣ!

1 min
7.0K


    

‘ମୋ’ ପାଇଁ

ନା ମନ୍ତ୍ର, ନା ପୂଜା, ନା ଆରାଧନା ଲୋଡ଼ା

ନା ‘ମୁଁ ‘

ଯଜ୍ଞ, ଧ୍ୟାନ ବା ଧାରଣାରେ ଯୋଡ଼ା

ସାଧନାରେ ସାଧ୍ୟ ନୁହେଁ, ସମାଧିରୁ ଦୂର

ଅଚଳ, ଅଟଳ, ମୁଁ ଅଟେ ସଦା ସ୍ଥିର

ନାହିଁ ସୁଖ, ନାହିଁ ଦୁଃଖ, ନାହିଁ ରାଗ-ଦ୍ୱେଷ

ନାହିଁ ଲୋଭ, ନାହିଁ ମୋହ, ନାହିଁ କଲ୍ମଷର ଲେଶ

ନିଷ୍ପ୍ରଭ ନିର୍ବାଣ ! ନାହିଁ ପାପ-ପୁଣ୍ୟ

ଜନ୍ମହୀନ, ମୃତ୍ୟୁହୀନ ମୁଁ ମହାଶୂନ୍ୟ

ଆନନ୍ଦ ସ୍ୱରୂପ, ମୁଁ ପୂର୍ଣ୍ଣ, ନିତ୍ୟ-ପ୍ରାପ୍ତ

ଜାତି-ଗତି-ଧର୍ମ-ସଙ୍ଗ-ବର୍ଣ୍ଣ-ବିବର୍ଜିତ !


Rate this content
Log in

Similar oriya poem from Abstract