STORYMIRROR

Sudhansu Sekhar Jena

Classics

3  

Sudhansu Sekhar Jena

Classics

ଏକାନ୍ତ ଏ ମନ

ଏକାନ୍ତ ଏ ମନ

1 min
129

ନିଶବ୍ଦ ଶବ୍ଦରେ ଏକାନ୍ତ ମନରେ,

ତୁମ ପାଇଁ କିଛି ଲେଖିବାକୁ ଭାବିଲା ଯେବେ।


ସତ ମୁଁ କହୁଛି ଖଣ୍ଡ ବିଖଣ୍ଡିତ ମେଘ ଖଣ୍ଡ ମାନ,

କେଉଁଠି ଯେ ଥିଲେ ଏକତ୍ରିତ ହେଲେ ତେବେ।


ଧକ୍ ଧକ୍ କରି ଛାତି ଥରେଇ ଉଠିଲା,

ତୁମକୁ ଖୋଜିଲେ ସେବେ।


ତୁମେ ଦେଇଥିବା କଲମକୁ ପାଇ,

ନିଜକୁ ସୁସ୍ଥ ଅନୁଭବ କଲି ସେବେ ।


କଲମକୁ ନେଇ ଧାଇଁ ତ ଆସିଲି,

ଖୋଜି ମୁଁ ପାଇଲି ନାହିଁ ତୁମକୁ କେବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics