STORYMIRROR

Sudhansu Sekhar Jena

Romance

3  

Sudhansu Sekhar Jena

Romance

ଅଭିମାନ

ଅଭିମାନ

1 min
121

କବିତା ନାଁ ରେ 

କବିତା ଲେଖିବି।

କଲମ ମୁଁ ପାଉନାହିଁ!


କଇଁ କଇଁ ଶବ୍ଦ 

କର୍ଣ୍ଣରେ ବାଜିଲା।

କବିତାର ନାଁ ନେଇ!


କୋମଳ କଣ୍ଠରେ 

କବିତା କହୁଛି!

କାଳ୍ପନିକ କବି 

କଳ୍ପନା ବାହାରୁ ଆସ।


କୁଜଙ୍ଗକୁ ଯାଇ 

କୁଞ୍ଜବନେ ଥାଇ।

କୁଚନ୍ଦନରେ

କୁଟିଳଲିପି ଶିଖ।


କଲମ ମୁନରୁ 

କାଳି ଆସୁନାହିଁ!

କଲମକୁ 

କାହିଁ ଦେଉଅଛ ଦୋଷ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance