STORYMIRROR

Debadatta Jena

Inspirational

3  

Debadatta Jena

Inspirational

ନାରୀ..

ନାରୀ..

1 min
223


ନାରୀ.. 

ମୌନ କିନ୍ତୁ, 

ଜଡ଼, ଘୁଙ୍ଗି ନୁହେଁ, 

ଶବ୍ଦର ସମାହାର ବି,, 

ସେ ଅଥର୍ବ ନିଃଶବ୍ଦ ନୁହେଁ, 

ବୁକୁରେ ତ ପ୍ରତିବାଦର ସ୍ୱର, 

ତଥାପି ସେ ନିରବର ପ୍ରତିଶୃତି, 

ଅନେକ ଇଚ୍ଛାର ଅଧିକାରିଣୀ, 

ସତ୍ୱେ, ନିରାଶା ବାଦିନୀ ନୁହେଁ, 

ଅନେକ କହି ନ ପାରିଲେ ବି, 

ହୃଦୟରେ ଶବ୍ଦର ପାହାଡ଼, 

ଜିତିବାର ଇଚ୍ଛା ଥାଇ ବି, 

ହାର ମାନିବାକୁ କିନ୍ତୁ

ପସନ୍ଦ କରେନି ସେ, 

ସେ ଆଇନାଟିଏ,, 

ଭାଙ୍ଗି ପଡେନି, 

ମନରେ କୋହ, 

ଜୀଇଁବା ଛାଡି ପାରେନି,,, 

ସେ ନାରୀ..!






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational