STORYMIRROR

Debadatta Jena

Abstract Romance Others

3  

Debadatta Jena

Abstract Romance Others

ହକ୍

ହକ୍

1 min
230

ହଁ,ଶୁଣ..

କଥାଟିଏ କହିବି,

କିଛି ଵି ଚାହୁଁନି ମୁଁ..

ଅଧିକ ତୁମ ଠୁଁ,

ଚାହୁଁଛି ତ

କେବେ ଋଷି ଗଲେ

ତୁମ ସ୍ନେହ ବୋଳା

ମନ ଚାହାଁ ସ୍ପର୍ଶ,

ଆଉ ଦୁଃଖୀ ହେଲେ,

ମନ ଛୁଆଁ ହସ,

ବାସ୍,

ଥକି ଗଲେ କେବେ,

ଧରି ନେବି ହାତ,

ରୁକି ଗଲେ କେବେ,

ଛାଡିଵିନି ହାତ,

ଏମିତି ତ ଅନେକ

କିଛି ମାଗିବାର ହକ୍,

ଅସରା ସପନ..

ଏବେ ମାଗିବି ତ,

ଖାସ୍.. 

କିଛି ସମୟ ତୁମର,

କେବେ ଦୂରେ ଥିଵି ତ,

ଅପଲକ ଇସାରା,

ଆଉ ପାଖେ ଥାଏ ତ,

ଅଫୁରନ୍ତ ଆସରା..

ଏବେ ଫୈସଲା ଵି,

ଖୋଦ୍ ତୁମର..

ନିହାତି ଗୋପନ,

ତେବେ,କେବେ ତ 

ଥରେ କହିଦିଅ,

ମୁଁ...ତୁମ..

ସାଥିରେ ଅଛି ନାଁ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract