Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Romance

4.0  

Debadatta Jena

Romance

ପୂର୍ଣ୍ଣିମା

ପୂର୍ଣ୍ଣିମା

1 min
361


ହଁ ତୁମେ..

ତୁମେ ଇ ତ ପୂର୍ଣ୍ଣିମା..

ଜ୍ୟୋତିର୍ଗମୟା,

ତିମିର ଅନ୍ଧକାରର..

ଜ୍ୟୋତିର୍ଲଗ୍ନା..

ରାତ୍ରୀର ରଜନୀଗନ୍ଧା..

ଶୁଭ୍ର ସ୍ନାତା..

ଜ୍ୟୋସ୍ନା ପରିହିତା..

ସମ୍ପୂର୍ଣ୍ଣ ପରିପୂର୍ଣ୍ଣତା..

ନିରୁତା...,

ନିଶିମଗ୍ନ ମୁଁ..

ନିଶ୍ଚିହ୍ନ ଏ ଅବଶେଷ..

ଅଶେଷ ଆଶ୍ଳେଷ ଯୁକ୍ତ,

ନିଃସ୍ୱ,ଅସମ୍ପୂର୍ଣ୍ଣ..,

ତିମିର ତମସାଚ୍ଛନ୍ନ..

ନିଘଞ୍ଚ ଏ ଅନ୍ଧକାର,

ନିଃସ୍ତେଜ,ନିଖୁଣ..

ଅମାବାସ୍ୟା..

ପୟୋଧି ପ୍ରଲୁବ୍ଧ ମୁଁ..

ଦେହ ତମସା,କାଳିମା,

ତୁମେ ଦୀପାଳି..

ତୁମେ ଇ ତ ଦୀପ,

ଜୀବନ ପ୍ରଦୀପ,

ପୁଣ୍ୟ ଶ୍ଳୋକା..

ପ୍ରାଣ ସର୍ବସ୍ୱ,ପ୍ରଣତସ୍ମି..

ଜ୍ୟୋତିର୍ମୟୀ..

ଆଲୋକ ବର୍ତ୍ତିକା..

ତୁମ ବିନା..

ନିଃଶେଷ ନିଃସ୍ତବ୍ଦ ଏ..

ନୈଋତ ଇଲାକା..!


Rate this content
Log in

Similar oriya poem from Romance