STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ହୋଲି,,,,,,,,,ସପ୍ତ ରଙ୍ଗର ତରଙ୍

ହୋଲି,,,,,,,,,ସପ୍ତ ରଙ୍ଗର ତରଙ୍

1 min
234


ସପ୍ତ ରଙ୍ଗର ତରଙ୍ଗ ର

ଉଚ୍ଚାଟ ଖେଳ ସର୍ବ ରଙ୍ଗର

ମେଳ ହୋଇବ ଏକ ଠାବ

ସଭିଏଁ ଭୂଲି ନିଜ ସୁଖ

ଦୁଃଖର ସଂସାର ହୋଇ

ମତୁଆଲା ଢାଳିଦେବେ

 ରଙ୍ଗର ଘୋଳ

ମରୁତ ର ମୁରୁକି ହସର

ଓଠରେ ଲାଗିଯିବ ସତେ

ନାଲି ରଙ୍ଗ ସତରେ ସେ

କହିଦିଏ ସରଵେ ମିଳିମିଶି

ଖେଳ ଭୂଲି ଯାଅ ଭେଦ ଭାବ

ହୋଲି ଆଣିଛି ରଙ୍ଗର ପସରା

 ଝୁମି ଝୁମି ଖେଳି ଯାଅ 

ନବାତ ଭାଙ୍ଗର ପଣା ପିଅ

ପ୍ରତି ଘରକୁ ଯାଇ ପିଠା

ପଣା ଖାଅ ସ୍ନେହ ମମତା

   ବାଣ୍ଟି ଚାଲ 

ରଙ୍ଗର ସ୍ରୋତରେ ଖେଳି ଚାଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational