STORYMIRROR

Tankadhar Majhi

Inspirational Others

3  

Tankadhar Majhi

Inspirational Others

ଚିହ୍ନବୁ ବେଳେ ଚିନ୍ହ

ଚିହ୍ନବୁ ବେଳେ ଚିନ୍ହ

1 min
244

 


ଚିହ୍ନବୁ ବେଳେ ଚିନ୍ହ

ନିଜର୍ ଲୁକ୍ କେ ନିଜେ ଦେଖବାର୍ କଳା

ଅଲଗା କାହାର୍ ଠାନୁ ଛିନ୍...

ମୁନୁଷ୍ ଭିତରେ ରାଗ୍ ରିଷମି କେ ଛାଡି

ଭିତର୍ ର୍ ଭଲପନ୍ କେ ଘିନ୍...

ଭିତର୍ ର୍ ଭଲପନ୍ କେ ଘିନ୍...

ତୁଇ ଚିହ୍ନବୁ ବେଳେ ଚିନ୍ହ ।


ଚିହ୍ନବୁ ବେଳେ ଚିନ୍ହ 

ନାଇଁ ତ ଗୁରସ୍ ବି ଇନ ଜହର୍ ଲାଗବା

ଭାଏ ବହେନ୍ ହେବେ ଭିନ୍...

ଆର୍ ମଦ୍ କେ ଯଦି ଅମୃତ୍ ଭାବି ପିଇଲୁ

ବଏଲେ ନାଇଁ ପାଉ ଭଲ୍ ଦିନ୍...

ଆର୍ ନାଇଁ ପାଉ ନ ଭଲ୍ ଦିନ୍...

ତୁଇ ଚିହ୍ନବୁ ବେଳେ ଚିନ୍ହ ।


ଚିହ୍ନବୁ ବେଳେ ଚିନ୍ହ 

ନିଜର୍ ଗୁଡର୍ ତାକତ୍ ଆଉ ହାତର୍ ବଳ୍ କେ

ନିଜେ ଘିଚିଟାନି କରି ଚିନ୍ହ

ନିଜର୍ ବଳେ ଠିଆ ହେଇ ଯଦି ପାରଲୁ ବଏଲେ

ଇନ ମିଠା ଲାଗବା ଲିମ୍

ଇନ ମିଠା ଲାଗବା ଲିମ୍...

ତୁଇ ଚିହ୍ନବୁ ବେଳେ ଚିନ୍ହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational