Tankadhar Majhi
Abstract Romance Action
ଇଛା ଟିଏ
ଯେବେ ସେ କବିତାର ବର୍ଷାରେ
ଭିଜିବାକୁ ଇଛା କଲା
ସେତେବେଳେ
ମୋ ଆକାଶର ମେଘମାଳା
ମତେ ଡାକ ଦେଲା..
ହଁ..ଜଣେ ପ୍ରେମିକା ହୋଇ
ଆଉ ମୁଁ ...
ମୁଁ କବିତାର ଶୀର୍ଷକକୁ ଅନାଇ ଅନାଇ..
ବିନ୍ଦୁ ବିନ୍ଦୁ ଶବ୍ଦର ବର୍ଷାରେ
ଭିଜିଭିଜି ସବୁ ଇଛାକୁ ପୂରଣ କରୁଥିଲି ।
ଶୂନ୍ୟ ଏକ ଆଶା
କବିତା
ମୁଇଁ ଭି ହେନ୍ତ...
ବେଦରଦୀ ମେଘ
ଜରୁରୀ ତ ନୁହେଁ
ମାୟାମୃଗ
ଭାବନାର ଦୋଳି
ପାହାଡ଼ର ସୂର୍ଯ...
ଝରାଫୁଲ୍
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ସ୍କନ୍ଦମାତା ସ୍କନ୍ଦମାତା
ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ମାଆ ହାତେ ଘାଆ ହେଲା ... ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ...
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।। ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।।
ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି । ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି ।
କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।। କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।।
ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।। ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।।
ସତ୍ୟ ବଚନ ସତ୍ୟ ବଚନ
କବି କବି
ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ ! ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ !
ଭକତି କୁସୁମାଂଜଳି ଭକତି କୁସୁମାଂଜଳି
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ