STORYMIRROR

Tankadhar Majhi

Abstract Romance Action

3  

Tankadhar Majhi

Abstract Romance Action

ଇଛା ଟିଏ

ଇଛା ଟିଏ

1 min
162


ଇଛା ଟିଏ

ଯେବେ ସେ କବିତାର ବର୍ଷାରେ

ଭିଜିବାକୁ ଇଛା କଲା

ସେତେବେଳେ

ମୋ ଆକାଶର ମେଘମାଳା

ମତେ ଡାକ ଦେଲା..

ହଁ..ଜଣେ ପ୍ରେମିକା ହୋଇ

ଆଉ ମୁଁ ...

ମୁଁ କବିତାର ଶୀର୍ଷକକୁ ଅନାଇ ଅନାଇ..

ବିନ୍ଦୁ ବିନ୍ଦୁ ଶବ୍ଦର ବର୍ଷାରେ

ଭିଜିଭିଜି ସବୁ ଇଛାକୁ ପୂରଣ କରୁଥିଲି । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract