STORYMIRROR

Tankadhar Majhi

Inspirational

3  

Tankadhar Majhi

Inspirational

ଶୂନ୍ୟ ଏକ ଆଶା

ଶୂନ୍ୟ ଏକ ଆଶା

1 min
193

ସେ ଦିନ ବି ଆସିବ

ତମେ 'ତମେ' ହୋଇ ରହିଯିବ

ଆଉ..

ମୁଁ 'ମୁଁ' ହୋଇ ରହିଯିବି

ଖାସ୍ 

ଛିଣ୍ଡା ଗୋଲାପର କାହାଣୀ ପରି

ତୁମେ ଫୁଲ ଭଳି ମଉଳି ଯିବ

ଆଉ..

ମୁଁ କଣ୍ଟା ପରି ଶୁଖିଯିବି...।

 

କେତେ ଆଶା ଆକାଂକ୍ଷା

ପ୍ରକୃତିର ଇଚ୍ଛାରେ

ଧୂଳିମୟ ହୋଇ ଉଡିଯିବ

ଆଉ ସେତେବେଳେ..

ତୁମେ.. 'ତୁମେ' ଚାହିଁଲେ ବି ଅଟକି ପାରିବନି

ଆଉ.. 

ମୁଁ 'ମୁଁ' ସମ୍ପର୍କର ଝଡରେ ବି

ପଥର ପରି ଅଟଳ ରହିଯିବି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational