STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଜୀବନ ପ୍ରଦୀପଠଠଠଠଠଠଠ

ଜୀବନ ପ୍ରଦୀପଠଠଠଠଠଠଠ

1 min
183


ଜୀବନ ପ୍ରଦୀପ

ମୋର ଦିପି ଦିପି

ଜଳେ ଜରାଜୀର୍ଣ୍ଣ

ଶରୀର ଯାଉଛି

ମଉଳି ମଉଳି

ଦିନ କିଆ ଶେଫାଳୀର

  ଆୟୁଷ ପରି

କେତେ ବେଳେ

 ଯିବି ଝଡି

ସରି ଯାଉଛି ମୋ

ଜୀବନ ଯାତ୍ରା

ତୁମ ପାଦ ପଦ୍ମେ

ଅର୍ପିତ ମାଟି ଦୀପଟିଏ

ମୋର ମୁଖେ

ଦିଅ ପ୍ରଭୁ ହସ

ଭରି ତୁମ ନାମେ

ଯିବି ଏ ସଂସାରୁ

 ତରୀ ତୁଣ୍ଡରେ

ନର୍ମାଲ ଧରି

ଏତିକି ଇଛା ମୋର

ପରମାତ୍ମା ଆଡେଇ

 ଦିଅ ନା ଆଉ

ଦିଅ ମୋ ଅଞଳି ଭରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational