STORYMIRROR

Gajendra Kumar sethy

Inspirational

3  

Gajendra Kumar sethy

Inspirational

ଘର

ଘର

1 min
235

ଘର ବୋଲି ଯେଉଁ ଦୁଇଟି ଅକ୍ଷର

ଘର ମୋର ସ୍ୱର୍ଗ ସେହି

ଘର ଯେ ମନ୍ଦିର ସଭିଏଁ ଦେବତା

ଘର ପୂଜା ଥାଏ ହୋଇ।

ଘର ହିଁ କରମ ଘର ହିଁ ଧରମ

ଘର ହିଁ ସରଗ ବୋଲି

ଘର ହିଁ ତ ପ୍ରାଣ ଘର ହିଁ ତ ମନ

ଘର ହିଁ ତ ଆଶା ବାଡିି।

ଘରକୁ ଯେ ଜନ କରିିଣ ଯତନ

ଘରର ଜନକ ସେହି

ଘର ପାଇଁ ମୋର ଯେେତ ଅଛି ପ୍ରେମ

ଘର ର ମାଲିିକ ମୁୁୁହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational