STORYMIRROR

Gajendra Kumar sethy

Romance Tragedy

2  

Gajendra Kumar sethy

Romance Tragedy

ବିଜନତା

ବିଜନତା

1 min
106

ନିଶିର ବିଜନେ ଭାବେ ସିନା ମନେ

ପ୍ରିୟା ପାଶେ ଯିବି ଚାଲି

ରାତି ପାହିିିଗଲେ ସପନ ସରିଲେ

ରହେେ ଖାଲି ମରୁବାଲିି।

ଦିବସ ବିିଜନେ ବୟସ୍କ ବୟସ

ଅପେକ୍ଷା ହିିଁ ପ୍ରତୀକ୍ଷିତ

ଅପରାହ୍ନ ପରେ ସଂଜ ନଇଁ ଗଲେ

ସବୁ ଏଠିି ଉପେକ୍ଷିତ

ସ୍ମୁତିର ବିିଜନେ ସବୁ ଅପାସୋରା

ସୀମା ସରହଦ ଡେଇଁ

ସେଇଥିପାଇଁ ତ ବିଜନତା କେବେ

ସୁଖ ଦେଇ ପାରେନାହିଁ

ମନ ବିଜନତା ମନ ସିନା ଜାଣେ

ଖୋଲି କହି ପାରେେନାହିଁ

ସେଇଥିପାଇଁ ତ ବିଜନ ବେଳାରେ

ଏକା ଚାଲୁଥାା ମୁହିଁ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance