STORYMIRROR

Gajendra Kumar sethy

Inspirational

3  

Gajendra Kumar sethy

Inspirational

ବୋଝ

ବୋଝ

1 min
219

ପାପର ବୋଝକୁ ମୁଣ୍ଡରେ ମୁଣ୍ଡେଇ

କେମିତିି ଯିବି ତୋ ଶିରୀ ମନ୍ଦିର

ପାପି ଟିଏ ବୋଲି ବଡ ଆଶା ନେେଇ

ଆସିିଥିଲେ ମୁହିଁ କଳା ଠାକୁର।

କିଛି ପାପ ସିନା ଜାଣି ଜାଣି କଲି

ଆଉ କିଛି ଅଜାଣତେ

ଅଧା ମୁୁୁହିଁ ପରା ଭୋଗିି ମୁଁ ପାରିବି

ଆର ଅଧା ତୋର ହାତେ

ଯେଉଁ ବୋଝ ଦିନେ ସୁଖଦୁଃଖ ସବୁ

ଅଧା ଅଧା ହେଉଥିଲା

ସେହି ଆଜି ପୁଣି ଏତେ ଭାରିି ଲାଗେ

ତୋ ନାମ ଭୂୂୂଲାଇଦେଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational