STORYMIRROR

Gajendra Kumar sethy

Romance

2  

Gajendra Kumar sethy

Romance

ତମେ

ତମେ

1 min
114

ତମେ ଆଖି ହେଲେ ମୁଁ ସ୍ଵପ୍ନ

ତମେ ରାତି ହେଲେ ମୁଁ ଜହ୍ନ

ତମେ ପ୍ରିୟା ହେଲେ ମୁଁ ପ୍ରେମ

ତମେ ସ୍ମୃତି ହେଲେ ମୁଁ ଚିହ୍ନ ।

ତମେ ଦେହ ହେଲେ ମୁଁ ଦେହୀ

ତମେ ରୂୂପ ହେଲେ ମୁଁ ଛାଇ

ତମେ ଜହ୍ନ ହେଲେ ମୁଁ କଇଁଁ

ତମେ ସିିନ୍ଧୁୁ ହେଲେ ମୁଁ ନଈ ।

ତମେ କବି ମୁଁ ତ କବିତା

ତମେ ସଂଜ ହେଲେ ମୁଁ ସଳିତା

ତମେ ବନ ହେଲେ ମୁଁ ବନୀତା

ତମେ ପାଦ ହେଲେ ମୁଁ ଅଳତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance