Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Children Stories Drama Horror

3.5  

Sameer Kanhar

Children Stories Drama Horror

ବର୍ଣ୍ଣମାଳା

ବର୍ଣ୍ଣମାଳା

1 min
432


ଅଳସୁଆ ହେବିନାହିଁ ଆଦର ସଭିଙ୍କୁ କରିବି,           

ଇହଧାମ ନୀତି ଈଶ୍ୱରଙ୍କୁ ଦେଶ ପାଇଁ ଭକ୍ତି କରିବି ।  

 

ଉଠିବ ଶେଯରୁ ସଅଳ ଉଣା କରିବି ନାହିଁ,             

ଋଣ ନେବା ପାଇଁ ଋଷିବି ଜାମା ଦୁଃଖ ନାହିଁ ।      

     

ଏମିତି ଜୀବନ ଚର୍ଯ୍ୟା ଏରୀସ୍ୱର୍ଯ୍ୟ ଲଭିବି,                

ଓଁ କାର ଶବଦ ଔଷଦରୁ ଜଗତ ଜିତିବି ।      

       

କଥା ମଧୁର ସ୍ୱର ଖଳ ପ୍ରକୃତିରୁ ଦୂର,                

ଗଗନ ସଦୃଶ ହୁଅ ନିର୍ମଳ ଜପ ରାମ କୃଷ୍ଣ ନାମରେ ।  

      

ଡରୁ ଥିବ ପାପ କର୍ମକୁ ଚଳିବ ତେବେଟି ସ୍ବର୍ଗ ,          

ଛଳନା ନକଲେ ଜାଗା ମିଳିବ ନାହିଁ ମର୍ତ୍ତେ ।      

      

ଝଗଡ଼ା ଝାମେଳା ଜ୍ଞାନିକୁ ଶୋଭା ପାଏ ନାହିଁ,            

ଟଙ୍କା ଗଣତି କାରବାରରେ ଠକାମୀ ଗୁଣ ନାହିଁ ।    

    

ଡମ୍ବୁରୁଧର ସେହି ଢାଲ ପିନ୍ଧି କରନ୍ତି ଲୀଳା,              

ନଇଁ ଥିଲେ ତାଙ୍କ ପାଦ ତହିଁରୁ ସୁଫଳ ।    

           

ଥକା ମନ ଥରେ ଦରଶନ କର ମହାଦେବଙ୍କୁ,             

ଧନ ଅରଜନ ନକହିବ ମିଥ୍ୟା ଧନକୁ ।     

          

ପାପ ଛାଡ଼ିବ ଧରମ ଫାଶରେ ବାନ୍ଧିବା ହାଇବ,           

ବଣ ଜଙ୍ଗଲକୁ ଭର୍ ପୁର ଚାର ଲଗାଇବା ।     

        

ମନକୁ ନିଶ୍ଚୟ ସ୍ଥିର କରିବା ଯିବା କସରତ ଧାଇଁ,         

ରହିବି ସୁଖରେ ସାରା ଜୀବନ ଲୟ ରଖିବି ଆଗକୁ ବଢିବା ପାଇଁ ।


ବନମାଳୀ ପରୀ ସୁଖରେ ଶରଣ ଚରଣେ ହରି,         

ଷଢ଼ରିପୁ ତୋର ହୋରିବେ ସମର୍ପଣ ହୁଅ ତାଙ୍କରି ।      

   

ହରି ଭଜୁ ଥିଲେ ଶୁଣ କୁମର କ୍ଷୟ ହେବ ଦୁଃଖ ତୋର,         

ଯିବୁ ନାହିଁ ଅବା ଟକୁ ଧନ ଲାଗିବ ନହେଲେ କଳଙ୍କ ଚିହ୍ନରେ ।


Rate this content
Log in