Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Romance

3  

Sameer Kanhar

Romance

ପ୍ରେମ

ପ୍ରେମ

1 min
117


ସବୁ ସମ୍ପର୍କ ଉର୍ଦ୍ଧରେ ତୁମକୁ ଦେଇଛି ସ୍ଵତନ୍ତ୍ର ସ୍ଥାନ     

ପ୍ରଣୟ ସ୍ପନ୍ଦନ ପାବନି ଗୋ ତୁମେ ମୋ ପାଇଁ ପୁନେଇ ଜହ୍ନ ।


ପବିତ୍ର ପ୍ରେମରେ ପୂଜା କରୁଥି ବି ମନପ୍ରାଣ ସମର୍ପଣ ଥୋଇ  

ଦେହ ଜୀବନ ଉର୍ଦ୍ଧେ ମୋ ପ୍ରେମ ରହିବ ଚୀର ଅମର ହୋଇ ।


ଦାମୀ ଉପହାର ତଉଳି ପାରୁନି ତୁମ ପ୍ରେମ ସଜଫୁଲ   

ସୌଦାଘର ସାଜି କିଣି ପାରିବିନି ପ୍ରେମ ଯେ ଅମୂଲ୍ୟ ମୂଲ ।


ମିଠା ବସନ୍ତର ମଳୟ ପବନ ପରଷିଲ ତୁମେ ଆଣି     

ପ୍ରେମ ଫଗୁଣର ମଧୁର ଫୁଲ ଚାଖି ନଥିଲି ଜାଣି ।


ସାଧା କାଗଜ ତୁମର ମନ ମନ୍ଦିର କିପରି ଲେଖିବି ଗାର    

ଏତେ ବଡ଼ ଦୁନିଆରେ ତୁମେ ଏକା କରିଲ ଅତି ନିଜର ।



Rate this content
Log in

Similar oriya poem from Romance