Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Abstract Romance Action

3  

Sameer Kanhar

Abstract Romance Action

ଧୋକା

ଧୋକା

1 min
239


ପ୍ରେମ ଅଟେ ସିନା ସରଗ ସୁନ୍ଦର,                   

ସଭିଏଁ ଜାଣନ୍ତି ପ୍ରେମର ମଧୁର ।


ମୁଁ ଅତି ଭାଗ୍ୟବାନ ଏ ସଂସାରରେ ,                  

ଖୁସି ବନ୍ଧାରେ କାଟି ଦିଅନ୍ତି ଦିନରେ ।


ପ୍ରେମ ଧୋକା ସତେ କେତେ ଦୁର୍ବିସହ,                 

ହତ ଭଗା ଯିଏ ଜାଣି ହୁଅ ।


ପ୍ରେମିକା ଠାରୁ ଯେ ଶକ୍ତ ଧୋକା ପାଏ,               

ପ୍ରେମିକ ଠାରୁ ଯେ ପ୍ରତାରଣା ପାଏ ।


ଧୋକା ଯେବେ ଦେଖାଇ ହୁଏ ନାହିଁ,                  

କାହିଁ ସେ ଜାଣି ଜାଣି ପାରିଲେ ଭଲ ନାହିଁ ।


Rate this content
Log in

Similar oriya poem from Abstract