Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sameer Kanhar

Romance Others

3  

Sameer Kanhar

Romance Others

ତୁମ ପାଇଁ

ତୁମ ପାଇଁ

1 min
139


ପ୍ରେମରେ ତୁମରି ସାଜିଛି ପ୍ରେମିକ ଆଗୋ ମୋର ପ୍ରିୟ ତମା,  

 ସ୍ବପ୍ନ ମୁଁ ଦେଖୁଛି ଦିନରାତି ଖାଲି ଯେଉଁ ସବୁ ପରି ସୀମା ।

ମୋର ହୃଦୟ ସ୍ପନ୍ଦନ ତୁମ ନାଁ ଧରି ଗାଏ ପ୍ରିତିଭରା ଗୀତ,    

ତୁମ ହାତ ଧରି ବାଟ ଚାଲିବାକୁ ଦେଖିଛି ମୁଁ ସ୍ବପ୍ନ କେତେ ।

ରହିଥିବା ପ୍ରିୟା ସାଥି ହୋଇ ଆମେ ଆସୁ ଦୁଃଖ କଷ୍ଟ ଯେତେ,  

ପ୍ରୀତି ମୁହୂର୍ତ୍ତରେ ଖୋଜେ ସେ ତୁମକୁ କରିବାକୁ ମନ ମିତ ।

ଖୋଜି ଖୋଜି ପ୍ରିୟା ତୁମକୁ ପାଇଛି ଏତେ ବଡ଼ ଦୁନିଆରେ,   

 ହାତ ଛାଡ଼ି ପ୍ରିୟା ଯିବ ନାହିଁ ଚାଲି ମରିଯିବି ବିରହରେ ।

ତୁମେ ମୋ ଜୀବନ ତୁମେ ମୋର ଧନ ତୁମ ମୋର ସବୁ କିଛି,   

ତୁମ ପାଇଁ ପ୍ରିୟା ଲେଖକ ମୁଁ ସାଜି ପାଲଟିଛି ପ୍ରେମ କବି ।


Rate this content
Log in

Similar oriya poem from Romance