STORYMIRROR

Sameer Kanhar

Abstract Inspirational Others

4  

Sameer Kanhar

Abstract Inspirational Others

ପ୍ରେମର କଷ୍ଟ

ପ୍ରେମର କଷ୍ଟ

1 min
384

କେବେ ପର୍ଯ୍ୟନ୍ତ ମନେ ପଡ଼ିବ ତାକୁ,                  

ଆଉ କେତେ ଦିନ ଆଖିରୁ ଲୁହ ବହି ଯିବାକୁ ।


ଈଶ୍ୱର ଙ୍କୁ ପ୍ରାର୍ଥନା କରୁଛି ତମେ କି,                   

ମୁଁ ଯେତେ ସମ୍ଭବ ହେବ ଭୁଲି ପାରିବକି ।


ଆଜିବି ତା' ମୁଁହ ଲାଗେ ମୋ ଆଖିରେ ଆଖିରେ,         

ସେଖୁସି ରେ ତାର ଖୁସିର ଲୋହରି ବହି ଯାଉରେ ।


କଷ୍ଟ ଯନ୍ତ୍ରଣା ତା' କମଳ ବଦନ ଭୁଲି ପାରୁନାହିଁ,            

ଏ ଦୁନିଆରେ ଟଙ୍କା ଦେବ କିନ୍ତୁ ମନ ଦେବ ନାହିଁ ।


ଆଖି ବନ୍ଦ କଲେ ମୁଁ ତାକୁ ମୋ ପାଖରେ ପାଏ,            

ମୋ ପରି ପ୍ରେମ ଟିକେ ପାଇଁ କଷ୍ଟ ନ ପାଅ ।


ମୁଁ ଭଲ ପାଉଥିଲି କଷ୍ଟ ବି ମୁଁ ପାଉଛି ,             

ଜୀବନରେ ମୁଁ ଭୁଲ୍ କରି ଶାସ୍ତି ଭଗୁଅଛ ।


ସବୁ କିଛି କରିବ ଏ ଦୁନିଆ ପାଇଁ ହେଲେ ମନ ଦେବ ନାହିଁ,    

ମୋ ପରି ତମେ ମଧ୍ୟ କଷ୍ଟକୁ ସ୍ବାଗତ କରନାହିଁ ।


ହୃଦୟ କନ୍ଧୁଛ କେତେ ବିକଳରେ କେମିତି ଯେ ଦେଖେଇବି, ସମସ୍ତଙ୍କୁ ଅନୁରୋଧ ମୋର ପ୍ରେମ ନ କରିବାକୁ କହିବ ।


Rate this content
Log in

Similar oriya poem from Abstract