ପ୍ରିୟାତୁ ସୁଧାରି ଯାଆ
ପ୍ରିୟାତୁ ସୁଧାରି ଯାଆ
ପ୍ରିୟା ତୁ ଯେତେ ଦୋଷ କଲୁ
ଦେଇଛି କ୍ଷମା,
ପ୍ରିୟା ଯେତେ ଭୁଲ କଲୁ
କରିଛି କ୍ଷମା ।
ମୋ ପରି ପୁଅକୁ ତୁ କଲୁ
ତୁହି ଆଘାତ,
ମୋ ପରିବାର କୁ ସାଙ୍ଗେ କଲୁ
ବିଶ୍ବାସ ଘାତ ।
ମୋ କଥା ଟିକିଏ ମନେ
ପକେଇ ଯାଆ,
ମୋ ପ୍ରେମକୁ ମନେପକାଇ
ସୁଧୁରି ଯାଆ ।
ପ୍ରିୟା ମୋ ସହିତ ଚଳନ
କଲୁ କାହିକି ,
ସମୟ ଆସିଛି ପ୍ରିୟା ଆଜି
ସୁଧାରିବା ପାଇଁ କି ।

