Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Meher

Romance

4.5  

Santosh Kumar Meher

Romance

କଵିତା-"ସଂପର୍କ

କଵିତା-"ସଂପର୍କ

1 min
272


ଜାଣେନା,

 କାହିିଁଁକି ତୁମେ ମୋତେ ଏତେ ଭଲ ପାଅ?

 ମୋ ପାଇଁ  ସମ୍ଭଵ ନୁହଁ ତମକୁ ଉଡାଇଵାର ଅଦମ୍ୟ ସାହାସିକତା;

ମୋ' ପାଖେ ନାହିଁ ଵିି' ନିିତ୍ୟ ନୁତନତା ର ଵିଵିଧତା,

ମୋତେ ଜଣା ବି'  ନାହିଁଁ ତମକୁ ହଜାଇଵାର ଅପୁର୍ଵ ମାଦକତା;

     ମୁଁ ' ଖାଲି ଏତିକି ଜାଣିିଛି

ଗୋଟିଏ   ସଚ୍ଚୋଟ ମଣିିଷ ପଣିଆ ର ଅସଲ ଦାମ୍ଭୀକତା ନେଇ

ଭଲ ମଣିଷ ଟି ଏ  ହୋଇ ଵଞ୍ଚିରହିିିଵାର ଅସୀମ ଆଗ୍ରହତା

ଏ ଦେଶ,ଜାତି ପାଇଁ 

         ନିଜ କୁ ସମର୍ପିତ କରିଵାର ପ୍ରଵଳ ଉତ୍ସାହତା

ସମ୍ଭବତଃ

  ତମେ ସେଇଥିପାଇଁ

   ମୋତେ ଏତେ ଭଲ ପାଅ ।।


    


Rate this content
Log in

Similar oriya poem from Romance