STORYMIRROR

Santosh Kumar Meher

Tragedy

2  

Santosh Kumar Meher

Tragedy

କରୋନା ମୃତ୍ୟୁ

କରୋନା ମୃତ୍ୟୁ

1 min
94

ଏମିତି ଵି ହୁଏ

 ଅଜଣା ରୋଗରେ ସାରା ପୃଥିବୀଟା

 ଭୟଭୀତ ହୁଏ ।।

        ଏମିତି ଵି ହୁଏ

  ଦିନେ ସମସ୍ତଙ୍କୁ ଛାଡି

 ଏକା ଏକା ଚାଲିଵାକୁ ହୁଏ ।।

ଏମିତି ଵି ହୁଏ

ଅନ୍ତରଙ୍ଗ ମଣିଷର ହଠାତ୍ ଵିୟୋଗରେ

ସାରା ଦୁନିଆଟା ଵି ତା'କୁ ଖୁଵ୍ ଝୁରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy