STORYMIRROR

Santosh Kumar Meher

Inspirational

3  

Santosh Kumar Meher

Inspirational

ଆସ ମୋତେ ନେଇ ଯାଅ

ଆସ ମୋତେ ନେଇ ଯାଅ

1 min
258

ଆସ ମୋତେ ଧରିନିଅ

ମୋ ମଣିଷ ଭାଇ

ମୁଁ 'ତ ସର୍ଵଦା ବିଶ୍ବସ୍ତ ହୋଇ ରହିବି

ସର୍ଵଦା ଯୁଗ ଯୁଗ ପାଇଁ ।।

କୋମଳ କୋମଳ ଦେହ ମୋର

ଅତି କ୍ଷୁଦ୍ର ଜୀବ,

ସେତୁଵନ୍ଧ ପରି ମହତ୍ କାର୍ଯ୍ୟ ପାଇଁ

ଦେଇଛି ଦଇଵ ।।

ମୋତେ ଭାରି ଇଚ୍ଛା ଲାଗେ

ତୁମରି ପରଶ,

ସ୍ନେହ,ଶ୍ରଦ୍ଧା,ଆବେଗରେ

ଵିତିଯାଉ ମୋ ସାରା ଵରଷ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational