STORYMIRROR

Santosh Kumar Meher

Children

2  

Santosh Kumar Meher

Children

ଏଇ ଆମ ପରିଵାର

ଏଇ ଆମ ପରିଵାର

1 min
199

ଏଇ ଆମ ପରିଵାର

ସ୍ନେହ,ମମତା ର ଘର ।


ଵାପା,ମାଆ, ଆମ ପରମ ଦେଵତା

ତାଙ୍କ କଥା ଲାଗେ କେଡେ ମଧୁର ।


ଵାପା,ମାଆ ଆମ ଜ୍ଞାନ ର ସାଗର

ତାଙ୍କ ପାଦେ ଆମ ସରଖ ସୁଖ ।


ତାଙ୍କ ହାତ ଧରି ଵାଟ ଚାଲୁଥିଲେ

ଦୂରତା ଵି ଲାଗେ ପାଖ ।


ମୋତେ ଭଲ ଲାଗେ ଆମ ପରିଵାର

ସ୍ଵର୍ଗ ଠାରୁ ଗରିୟସୀ ।


ମୋତେ ଭଲ ଲାଗେ ତାଙ୍କରି ପ୍ରଶଂସା

ଶୁଣିବାକୁ ହସିହସି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children