Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Kumar Meher

Inspirational

3  

Santosh Kumar Meher

Inspirational

ବାପା

ବାପା

1 min
256


ଵାପା!

ତୁମେ କେବଳ ଏକ ଶବ୍ଦ ନୁହଁ;

ବରଂ

ଅସୀମ ଅନନ୍ତ ମହାକାବ୍ୟ ର

ଏକ ଗୁରୁୁ ଗମ୍ଭୀର ମନ୍ତ୍ରଟି ଏ ।।


ବାପା!

ତୁମେ ଏକ ସାଧାରଣ ମଣିଷ ନୁହଁ;

ଵରଂ

ସମସ୍ତ ଙ୍କୁ ସୁଖ,ଦୁଃଖ ବାଣ୍ଟୁ ଥିବା

ଏକ ଵିଶାଳ ଵଟଵୃକ୍ଷ ଟିଏ ।।


ବାପା,

ତୁମେ କେବଳ ସ୍ନେହ ର ପାରାଵାର ନୁହଁ;

ବରଂ

ଯୋଜନ ଯୋଜନ ଧରି ଵ୍ୟାପିଯାଇଥିବା

ସୀମାହୀନ ଦରିଆଟିଏ ।।


ଵାପା,

ତୁମେ କେବଳ ଏକ ଛାଇ ନୁହଁ;

ବରଂ

ସମସ୍ତଙ୍କୁ


ଖରା,ଵର୍ଷା,କାକରରେେ ଘୋଡେଇ ରଖିଥିବା

ପରିଵ୍ୟାପ୍ତ ଆକାଶଟିଏ ।।


ଵାପା,

ତୁମେ କେବଳ ଜ୍ଞାନଜ୍ୟୋତ୍ସ। ନୁହଁ;

ଵରଂ

ନିଜେ ଜଳି ,ଅନ୍ୟକୁ ଆଲୋକିତ କରୁଥିବା

ଏକ ପଵିିତ୍ର ହୋମଶିଖା ଟି ଏ ।।



Rate this content
Log in