Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Meher

Romance Fantasy

4  

Santosh Kumar Meher

Romance Fantasy

ପବିତ୍ର ଵନ୍ଧନ

ପବିତ୍ର ଵନ୍ଧନ

1 min
353


ଆମେ ବାନ୍ଧି ହେବା ସବୁଦିନ ପାଇଁ

ପଵିତ୍ର ଵିଵାହ ଵନ୍ଧନେ;

ସବୁ ଯାତନା କୁ ଭୁଲି ଅଗ୍ରସର ହେବା

ଆମର ସୁଖ ସନ୍ଧାନେ ।।

ବିଵାହ ଅଟେ ଯେ ଏକ ପଵିତ୍ର ସଂପର୍କ

ସାକ୍ଷୀ ହୋମ, ଅଗ୍ନି, ଘୃତ, ଦୀପ

ପରସ୍ପର ର  ବୁଝାମଣା ରଖି

ଜାଳିବା ପ୍ରେମ ର ପ୍ରଦୀପ ।।

ବିଵାହ ଅଟେ ଯେ ଏକ ପଵିତ୍ର ବନ୍ଧନ

ପ୍ରେମ ସମର୍ପଣ ର ବ୍ରତ

ସ୍ନେହ, ମମତା ର ପଣତ କାନିରେ

ଵାନ୍ଧି ହେଵା ପାଇଁ ସଦା ପ୍ରସ୍ତୁତ ।।

ସ୍ନେହ ବିଶ୍ଵାସ ର ଅତୁଟ ବନ୍ଧନ

ରହିଅଛି, ରହିଥିଵ

ପ୍ରେମର ପତାକା ଫର ଫର ହୋଇ

ଏଇମିତି ସଦା ଉଡୁଥିଵ ।।


Rate this content
Log in

Similar oriya poem from Romance