STORYMIRROR

Santosh Kumar Meher

Inspirational Children

3  

Santosh Kumar Meher

Inspirational Children

ପ୍ରକୃତି ରାଣୀ

ପ୍ରକୃତି ରାଣୀ

1 min
169

ହେ ମାନବ,ତୁମେ ଥରେ ସତର୍କ ହେଲେ

 ସବୁ କିଛି ସ୍ବାଭାଵିକ ହୋଇଉଠେ;

ଵୃକ୍ଷଲତା ସଵୁକିଛି ସବୁଜ ହୋଇଯାଏ,

ପ୍ରକୃତିରାଣୀ ତା'ର ସୈ।ନ୍ଦର୍ଯ୍ୟ ର ପସରା ଵିଛାଏ,

ରଂଗ ଵିରଙ୍ଗ ର ବିହଙ୍ଗ ଟି ଅନନ୍ତ ଆକାଶ କୁ ଉଡେ,

ଫୁଲେଇ ଝରଣା କୁଳୁକୁଳୁ ନାଦ କରେ;

କୋକିଳ କଣ୍ଠ ରୁ ଝରିପଡେ 

  ସାତ ସୁର ର ଝଙ୍କାର,

ଚଉପାଶେ ଶୁଣାଯାଏ

   ମେଘ ର ମହ୍ଳାର ।

ତେଣୁ ଆଧୁନିକତା ନାଁ ରେ ଆମେ ଅନ୍ଧ ନ ହୋଇ

  ଗଛ ନ କାଟି,ଗଛ ଲଗାଇଵା

 ପ୍ରକୃତି କୁ ଵଂଚାଇଵା

 ସବୁଜ ଵନୀକରଣ କରିଵା,

କାରଣ-ଜଙ୍ଗଲ ସୁରକ୍ଷା ସେ'ତ ପ୍ରକୃତି ରକ୍ଷା ।।

  


Rate this content
Log in

Similar oriya poem from Inspirational