STORYMIRROR

Jitendra Samantara

Inspirational

4  

Jitendra Samantara

Inspirational

ମାଁ କୋଳ

ମାଁ କୋଳ

1 min
13


ତୋ କୋଳ ଛାଡିବା ପରେ ହିଁ ଦେଖିଛି ସତ ମିଛର ଏ ଦୁନିଆକୁ 

ତୋ ହାତ ଛାଡିବା ପରେ ହିଁ ଜାଣୁଛି ହସ ଲୁହର ଏ ସଂସାରକୁ 

ତୋ ବିନା ଜିଇଁବା ମରିବା ସମାନମାନେ ନାହିଁ କିଛି ଜୀବନର 

ତୋ କଥା ଲେଖିବା ପରେ ହିଁ ଭାବୁଛି ଶବ୍ଦ ସରିଗଲା ଦୁନିଆର 




ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational