STORYMIRROR

Jitendra Samantara

Drama

3  

Jitendra Samantara

Drama

ସିଏ ମାଁ

ସିଏ ମାଁ

1 min
15

ଶ୍ରୀ ଜିତେନ୍ଦ୍ର ସାମନ୍ତରା 


ସନ୍ତାନ ଖୁସିରେ ପାଗଳ ବିଭୋରବିପଦେ କୁହେ ଯେ.. ଆଃହା...

ସିଏ ମାଁ.... ସିଏ ମାଁ....


ଭୋକ ଉପାସରେ ନିଜେ ନଖାଇ ରେପାଣି ପିଇ ସୁଏ ଯାହା...

ସିଏ ମାଁ... ସିଏ ମାଁ...


ଲୁହ ସବୁ ଢ଼ାଳି ନିଜକୁ ସମ୍ଭାଳିସନ୍ତାନ କବଚ ଯାହା...

ସିଏ ମାଁ...ସିଏ ମାଁ...


ପୁଣ୍ୟ ଥିଲା ମୋର ଏଇ ଜନ୍ମେ ତୋର ପୁତ୍ର ହୋଇ ଜନ୍ମ ନେଲି,

ଗୁହାରି ଯେ ମୋର ସବୁ ଯନ୍ମେ ତୋର କୁମର କରିବୁ ବୋଲି।


କେତେ ଯେ କସଣ ଦେଇଛି ଲୋ ମାଁନସରେ ମନର କାଳି...

ପାଦ ତଳେ ତୋର ଅଶ୍ରୁ ଝର ଝରକ୍ଷମା ଭିକ୍ଷା ମୋର (ମାଁ) ଅଳୀ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jitendra Samantara

Similar oriya poem from Drama