STORYMIRROR

Jitendra Samantara

Inspirational

3  

Jitendra Samantara

Inspirational

କ୍ଷମା

କ୍ଷମା

1 min
14


ମୁଁ କୁନି ଚଢେଇ ଲୁହ ନିଗିଡେଇ

ମାଗୁଅଛି ତତେ କ୍ଷମା 

ଶପଥ କରୁଛି ତୋ ରାଣ ଖାଉଛି 

ଭୁଲ କରିବିନି ଜମା 

ଅଜାଣତେ କେତେ କଷଣ ଦେଇଛି 

ଥରୁଟେ କରିଦେ କ୍ଷମା 

କଇଁ କଇଁ କାନ୍ଦି ଲୁହକୁ ମୁଁ ରୁନ୍ଧି 

ଟପିଲିଣି ସବୁ ସୀମା 

ମାଁ' କରିଦେ ଥରୁଟେ କ୍ଷମା 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jitendra Samantara

Similar oriya poem from Inspirational