STORYMIRROR

Jitendra Samantara

Romance

4  

Jitendra Samantara

Romance

ପ୍ରେମିକା ଆଉ ତୃପ୍ତି

ପ୍ରେମିକା ଆଉ ତୃପ୍ତି

1 min
14


ତୁମକୁ ବାହା ହେବା ମୋ ସ୍ଵପ୍ନ ଥିଲା... ତୁମ ସହିତ ସଂସାର ଗଢ଼ିବା 

ମୋ ଆଶା ଥିଲା।


କେଜାଣି କଣ ଥିଲା ଦେଖିବାକୁ ଆସିଥିବା 

ଭାବି ସ୍ଵାମୀ ପାଖରେ...

ପ୍ରତ୍ୟାଖ୍ୟାନ କଲ ମୋ ପ୍ରେମକୁ...

ଚୁପ୍ କିନା ଲୁଚି ବହାହେଇ 

ଚାଲିଗଲ ସାସୁଘରକୁ।


ଯୋଉ ପରିବାରଟା ତୁମ ଅତି ନିଜର ଥିଲା...

ସେ ଘର ମଣିଷକୁ କଲ ପର।


ଛାଇ ମାଡୁ ନଥିବା ପରିବାର ମଣିଷ...

ଆଜି ହେଇଗଲେ ଅତି ନିଜର।


ଠିକ୍ ଥିଲା ଯାହା ଥିଲା ଆମ ସମ୍ପର୍କ...

ଦୋଷ ନୁହେଁ ତମର କି ମୋର।


ଦୋଷ ସବୁ "ତୃପ୍ତି" ର...

 ହଁ ଦୋଷ ସବୁ "ତୃପ୍ତି" ର...


ତୁମର ତୃପି ମେଣ୍ଟି ଗଲା...

ମୋର ଦରକାରିତା କମିଗଲା।


ଏବେ ଆଉ କିଏ ତୃପ୍ତି ଦେବ...

ଆଉ ତୁମେ ସାନିଧ୍ୟ ଲାଭ କରିବ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jitendra Samantara

Similar oriya poem from Romance