STORYMIRROR

Jitendra Samantara

Drama

4  

Jitendra Samantara

Drama

ଅଭିମାନ

ଅଭିମାନ

1 min
33


ଚାଲିବା ବାଟରେ ଟିକେ ଝୁଣ୍ଟିଦେଲେ ହୃଦୟ ଯାଏ ତୋ ଦୋହଲି,


ସହି ପାରିବିନି ରହି ପାରିବିନିତୋ ମନ ଯେବେ ଜାଏ ମଉଳି।

ଭୁଲ ଯେବେ କରେ କାନ ଧରି ମୋରଗାଳି ଦଉ ମନ ଭରି,


କେତେ ଧନ ଦାନ ପ୍ରାପ୍ତି ହେଲେ କିବାତୋ ସାଙ୍ଗେ ହବକି ସରି।


ତୋ ଛତ୍ର ଛାୟା ଚିର ସ୍ଥାୟୀ ହଉସୂର୍ଯ୍ୟଙ୍କ ଯେମନ୍ତ ସମାନ,


ଏଡ଼େ ଅଯୋଗ୍ୟ ମୁଁ ଏଡ଼େ ନାସ୍ତିକ ମୁଁଏଜନ୍ମେ ହେଇ ପାରିଲିନି ମାଁ' ତୋ "ଅଭିମାନ" 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jitendra Samantara

Similar oriya poem from Drama