STORYMIRROR

MANAS KUMAR PRADHAN

Inspirational Others

4  

MANAS KUMAR PRADHAN

Inspirational Others

ସ୍ଵପ୍ନ

ସ୍ଵପ୍ନ

1 min
400

ମୋ ଦୁନିଆ ବଦଳିଗଲାଣି 

ଛୁଆ ବେଳରେ ସ୍ଵପ୍ନ ହଜିଗଲାଣି 

ନିଜକୁ ପ୍ରମାଣ କରିବାକୁ ଯାଇ 

ନିଜକୁ ବାଜି ଲଗାଇ ଦେଲିଣି  


କେଜାଣି କେବେ ଯେ ହେବି ପ୍ରମାଣିତ 

ଏ ଦୁନିଆ ଆଗରେ 

ଏଠି ମୋ ନିଦ କୁ ମୁଁ ହଜାଇ ଦେଲିଣି


ସଫଳତାର ସୀମାନ୍ତ କୁ ଯାଇ 

ପଳାଇ ଆସୁଛି ମୁଁ 

କେଜାଣି କୋଉ ଡର କୁ ଆପଣାଇ ନେଲିଣି 


ତଥାପି ହାରିନି ମୁଁ 

ଜିତିବାର ଇଚ୍ଛା କୁ ମନରେ ରଖି 

ପୁଣି ଥରେ ଉଠି ଠିଆ ହେବାକୁ 

ମନ ବଳାଇଲିଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from MANAS KUMAR PRADHAN

ଦୋଷ

ଦୋଷ

1 min ପଢ଼ନ୍ତୁ

Similar oriya poem from Inspirational