STORYMIRROR

Santosh Kumar Meher

Romance

3  

Santosh Kumar Meher

Romance

Untitled

Untitled

1 min
205


ପ୍ରେମ ଜାତି ଵାଛେନା

          ପ୍ରେମ ରଙ୍ଗ ଦେଖେନା

ପ୍ରେମ ଵୟସ ମାନେନା

      ପ୍ରେମ ଅନ୍ଧାର କୁ ଡ଼଼ରେନା

ପ୍ରେମ ଵିିିଲ୍ କୁଲ୍ ହାର୍ ମାନେନା

  ପ୍ରେମ କିଛି ବି ସର୍ତ୍ତ ମାନେନା

   ତା' ପାଇଁ

       ଦିିନ ଵି' ରାତି ସମାନ

        ରାତି ବି' ଵି ଦିନ ସମାନ

  ପ୍ରେମ ଆଉ କ'ଣ କି?

   ସଂପର୍କ ର ଅତୁଟ ବନ୍ଧନ ହିଁଁ ପ୍ରେମ

  ଗଭୀର ସଂପର୍କ ର ନିବିଡ଼ତା ହିଁ ପ୍ରେମ

ଏକ ଅନନ୍ୟ ଅନୁଭବଟି ହିଁ  ପ୍ରେମ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance