Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Meher

Children

3  

Santosh Kumar Meher

Children

ଆମ ଵିଦ୍ୟାଳୟ

ଆମ ଵିଦ୍ୟାଳୟ

1 min
270


ଏଇଠି ଆମର ଵିଦ୍ୟାମନ୍ଦିର

ବିଦ୍ୟାଳୟ ନୁହେଁ ସେ'ତ ଜ୍ଞାନର ସାଗର;

ଦିଆ ହୁଏ ଏଠି ଭଲ ଶିଷ୍ଟାଚାର

ଏହାର ଵଗିିିିିଚା ,ପାର୍କ ଅତି ସୁନ୍ଦର ।।

ଏଇଠି ଆମର ଵିଦ୍ୟା ମନ୍ଦିର

ପିିଲାଏଧରନ୍ତି ଶୃଙ୍ଖଳିତର ଡୋର,

ସବୁ ଭାଇ ଓ ଭ ଉଣୀ ମନ ଭରି ଖେଳ ଖେଳି

ଦେଖାଇଥାଉ ଭଲ ବ୍ୟଵହାର ।।

ଏଇଠି ଆମର ଵିିଦ୍ୟା ମନ୍ଦିର


ପାଇଥାଉ ନିତି ସ୍ନେହ ଓ ଆଦର,

ଏଇଠି ଆମେ ନିତି ପାଠ ପଢି

ଵାଣ୍ଟିଥାଉ ସତ୍ୟ,ଶିଵ,ସୁନ୍ଦରର ଝଙ୍କାର ।।

ଏଇଠି ଆମର ଵିଦ୍ୟା ମନ୍ଦିର

ମାର୍ଗ ପ୍ରଦର୍ଶକ ଆମ ସୁନେଲି ସ୍ଵପ୍ନର;

ଗୁରୁଜୀ,ଗୁରୁମା ଆମ ଅତି ଆପଣାର

ସେମାନେ ଆମ ପାଇଁଁ ଚଳନ୍ତି ଠାକୁର ।।



Rate this content
Log in

Similar oriya poem from Children