Santosh Kumar Meher
Literary Captain
20
Posts
1
Followers
0
Following
ସନ୍ତୋଷ କୁମାର ମେହେର ତରୁଣ ପିଢୀର ଜଣେ ପ୍ରଚଣ୍ଡ ସମ୍ଭାବନା ର ସ୍ଵର ।ବର୍ତ୍ତମାନ ଜୟପାଟଣା ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ,ଖଲିଆଭଟା ରେ ସହକାରୀ ଶିକ୍ଷକ ତଥା ତାଲିମ୍ ପ୍ରାପ୍ତ ଜାତୀୟ ସମର ଶିକ୍ଷାର୍ଥୀ ଵାହିନୀ ଅଧିକାରୀ ରୂପେ କାର୍ଯ୍ୟରତ । ନିଜର କର୍ମମୟ ଜୀବନ ପ୍ରତି ନିଷ୍ଠା ରଖିଥିବା ଯୁବକବି ସମୟ ପାଇଲେ ଫୁଙ୍ଗୁଲା ହୃଦୟ ରେ ଗାରେଇ ପକାନ୍ତି ନିଜ... Read more
ସନ୍ତୋଷ କୁମାର ମେହେର ତରୁଣ ପିଢୀର ଜଣେ ପ୍ରଚଣ୍ଡ ସମ୍ଭାବନା ର ସ୍ଵର ।ବର୍ତ୍ତମାନ ଜୟପାଟଣା ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ,ଖଲିଆଭଟା ରେ ସହକାରୀ ଶିକ୍ଷକ ତଥା ତାଲିମ୍ ପ୍ରାପ୍ତ ଜାତୀୟ ସମର ଶିକ୍ଷାର୍ଥୀ ଵାହିନୀ ଅଧିକାରୀ ରୂପେ କାର୍ଯ୍ୟରତ । ନିଜର କର୍ମମୟ ଜୀବନ ପ୍ରତି ନିଷ୍ଠା ରଖିଥିବା ଯୁବକବି ସମୟ ପାଇଲେ ଫୁଙ୍ଗୁଲା ହୃଦୟ ରେ ଗାରେଇ ପକାନ୍ତି ନିଜ ମନ ର ଅଜସ୍ର ଅକୁହା ଭାବନା କୁ ।ତାଙ୍କର ପ୍ରତିଟି ଲେଖା ରେ ସମାଜ ରେ ଘଟୁଥିବା କିଛି ଘଟଣା ର ଛିଟା ତଥା ଵାସ୍ତଵ ଚିତ୍ର ପରିଲକ୍ଷିତ ହୋଇଥାଏ ।ତାଙ୍କର ପ୍ରତିଟି ଲେଖା ରେ ଲୁଚି ରହିଥାଏ ପଥଭ୍ରଷ୍ଟ ମଣିଷ କୁ ଦିଗ୍ ଦର୍ଶନ ଦେଲାଭଳି ଵାର୍ତ୍ତା ଟି ଏ ।କେଵେ ଜୀବନ ପ୍ରତି ଉଦାସୀନତା ତ କେଵେ ଜୀବନ ପ୍ରତି ଦାର୍ଶନିକ ଅନୁଚିନ୍ତା,କେଵେ ପୁଣି ପ୍ରେମ ଓ ପ୍ରଣୟ ର କଥା ତାଙ୍କର ପ୍ରତିଟି କବିତା ରେ ଦେଖିଵାକୁ ମିଳିଥାଏ ।ପ୍ରତିଟି ଭାବକୁ,ଆଵେଗ କୁ,ସତ୍ୟକୁ ନିଜ ଲେଖନୀରେ ସେ ରୂପାୟିତ କରିଥାନ୍ତି ।ଗତ ଡିସେମ୍ଵର ମାସ ରେ ସଫଳ ଶିକ୍ଷାଦାନ ତଥା ଵହୁମୁଖୀ ପ୍ରତିଭା ର ଵ୍ୟକ୍ତିତ୍ଵ ପାଇଁ ଵେଷ୍ଟ ଟିଚର୍ ଆଓ୍ବାର୍ଡ଼୨୦୨୦ ଏଵଂ କବିତା ପାଇଁ ଗତ ଫେବୃୟାରୀ ରେ "କେଦାର ଭାରତୀ କବି ପ୍ରତିଭା ସମ୍ମାନ ୨୦୨୧ ଏଵଂ ଚଳିତ ଵର୍ଷ ର ବନଫୁଲ ଯୁବ କବି ସମ୍ମାନ ଏବଂ "ଵୋଉ କବିତା ସମ୍ମାନ"କଟକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । Read less
Share with friends