STORYMIRROR

Asish Behera

Children

3  

Asish Behera

Children

ଶୈଳପୁତ୍ରୀ

ଶୈଳପୁତ୍ରୀ

1 min
132

ଜୟ ଜୟ ଦୁର୍ଗା ମାଆଗୋ

ଦୁର୍ଗତି ନାଶିନୀ

ଶକ୍ତି ସ୍ୱରୂପିଣୀ ମାଆଗୋ

ଦୁଷ୍ଟ ବିନାଶିନୀ  


ନଅ ରୂପେ ନବଦୁର୍ଗା

ଦଶଭୁଜା ଧାରୀ

ହୃଦୟୁ ପ୍ରଣାମ କରେ

ଘେନ ମହାମାୟୀ  


ଘୋର ତପ ବେଳେ ମାଆଗୋ

ସନ୍ତୁଷ୍ଟ ହୋଇଲ

ହିମାଳୟ ଭକ୍ତି ଯୋଗୁଁ

ଶୈଳପୁତ୍ରୀ ହେଲ


ପ୍ରଥମରେ ପୂଜା ପାଅ

ଶୈଳପୁତ୍ରୀ ନାମେ

ପ୍ରଣାମ କରୁଛି ମାଆଗୋ

ହୃଦୟର ଗ୍ରାମେ II



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children