STORYMIRROR

Asish Behera

Romance Inspirational

3  

Asish Behera

Romance Inspirational

ପ୍ରିୟେ

ପ୍ରିୟେ

1 min
162

ଜୀବନ ଗୋଟିଏ କଣ୍ଟକିତ ପଥ

 ଚାଲିବା ପାଇଁକି

  ହୁଏ ଭାରି କଷ୍ଟ

ସେ ପଥରେ ଯେବେ ତୁମେ ଭେଟ ହେଲ

 କଣ୍ଟକିତ ମାର୍ଗ

  ପୁଷ୍ପମୟ କଲ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance