alok Prasad

Romance

3  

alok Prasad

Romance

ପ୍ରେମ

ପ୍ରେମ

1 min
213


କିଏ କହେ, ପ୍ରେମ ସ୍ୱର୍ଗ, ସାରସ୍ୱତ, ସୁନ୍ଦର

କିଏ କହେ ପ୍ରେମ ସାରସ୍ୱତ, ସ୍ୱର୍ଗ, ସୁନ୍ଦର ।


ଏବେ ଆଉ ସେ ପ୍ରେମ ନୁହଇ ସାରସ୍ୱତ, ସ୍ୱର୍ଗ କି ସୁନ୍ଦର

ପ୍ରେମତ ଏ ଡିଜିଟାଲ ଦୁନିଆ ରେ, ପାଲଟିଛି, ବିଳାସ ବ୍ୟସନ ର ଗନ୍ତାଘର ।


କେବେତ ପ୍ରେମ ଥିଲା ପବିତ୍ର, ଅନୁଭୂତି ର ସାଗର

ଏବେକାର ପ୍ରେମତ ପାଲଟିଛି, ଦେହ ମିଳନର କୂଛିତ ସମାହାର ।


ଆଜିକାର ଏ ଯୁବ ପିଢ଼ି ବୁଝନ୍ତିନି ପ୍ରେମର ପବିତ୍ର ଅନୁଭୂତିର ସେହି ଅପୂର୍ବ ସ୍ବର୍ଗୀୟ ସମାହାର  ।


ଶରୀର ରୁ ପୋଷାକ ବଦଳେଇଲା ଭଳି, ଆଜି ପ୍ରେମତ ପାଲଟିଛି ଶସ୍ତା ରାସ୍ତା କଡର ସେଇ ବର୍ଯ୍ୟ ବସ୍ତୁ ର ସମାହାର ।


ଏ ଯୁଗର ଯୁବପିଢ଼ି କୁ କବିତା ମାଧ୍ୟମେ ଦେଉଛି ବାରତା ପ୍ରେମକୁ ତଉଲ ନାହିଁ, ଆଧୁନିକତାର ତରାଜୁରେ ।


ପ୍ରେମତ ଅଟଇ ସଦା ସର୍ବଦା, ପବିତ୍ର, ସାରସ୍ୱତ, ଚିରନ୍ତନ ଓ ସ୍ବର୍ଗୀୟ ଅନୁଭୂତିର ସମାହାର ।



Rate this content
Log in

Similar oriya poem from Romance