alok Kumar

Drama

4  

alok Kumar

Drama

ମାତୃ ଦିବସ ଯେ ପ୍ରହସନ

ମାତୃ ଦିବସ ଯେ ପ୍ରହସନ

1 min
18



ମାତୃ ଦିବସ ର କେତେ କରୁଅଛ ସନମାନ

ମାତୃଦିବସ ରେ ଫମ୍ପା ଭାଷଣ ଯେ ସୋସିଆଲ ମିଡ଼ିଆ ଓ ଗଣ ମାଧ୍ୟମ ଯେ ଜାଣ

ମାକୁ ସନମାନ, ନାରୀକୁ ସନମାନ କହି, ରାଜ ରାସ୍ତାରେ ଭିକ୍ଷା ବୃତ୍ତି କରନ୍ତି ଏଇ ଗରିବ ଖଟିଖିଆ ନାରୀ ରୂପୀ ମାତୃକା ଗଣ ! 

ମାତୃ ଦିବସ ର କେତେ କରୁଅଛ, ସନମାନ

ମାତା ଲୁଣ୍ଠିତ ହୁଏ ରାଜ ରାସ୍ତା ରେ ଜାଣ !

ଅମୃତ ରୂପୀ ମାତା ଆଜି, ମଦ୍ୟପ ପୁଅ ର

କୁରାଢ଼ୀ ଚୋଟରେ ହରାଏ ପ୍ରାଣ! ଏମିତି ମାତୃ ଦିବସ ପାଳନ କରିବାର, କିମ୍ପା ଅଛି ପ୍ରୟୋଜନ ?

ମାତୃ ଭକ୍ତି ଆଳରେ, ପୁଅ ସୁନ୍ଦରୀ ସ୍ତ୍ରୀ ପ୍ରେମରେ ହୋଇଜେ ବିଭୋର, ଜନ୍ମିତ ମାତା କୁ ନେଇ ଛାଡଇ ଯେ ଜରାଶ୍ରମ ର ଦ୍ୱାର !

ଯେଉଁ ଭକ୍ତି ଭାବର ହୃଦୟରେ ନହିଁ ତ ଗୁଞ୍ଜନ, ସେଇଭଳି ମାତୃ ଦିବସ ର ପାଳନ ର କିମ୍ପା ପ୍ରୋୟଜନ ?

ଏଇ ଶିକ୍ଷିତ ସମାଜ ବୃଦ୍ଧା ମାତା କୁ, ମଣୋଇ ଯେ ହିନ ମନା, ସେଇଥି ପାଇଁ ପରା ସରକାର କରିଛନ୍ତି ଜରାଶ୍ରମ ମେଲା !

ଏଇ ସବୁ କାହାଣୀ କୁ ଦେଖି ଲାଗଇ, ମାତୃ ଦିବସ ଯେ ଅଟଇ ପ୍ରହସନ, ମାତୃ ଦିବସ ଯେ ଅଟଇ ପ୍ରହସନ !



Rate this content
Log in

Similar oriya poem from Drama