STORYMIRROR

alok Kumar

Tragedy

3  

alok Kumar

Tragedy

ବନ୍ଧୁତା

ବନ୍ଧୁତା

1 min
184


ଆଜି ବି ମନେପଡେ ସେଇ, ସନ୍ଧ୍ୟା,ଆପଣଂକ ସହିତ ହୁଏ ପ୍ରଥମ ବନ୍ଧୁତା !

ଆପଣଙ୍କ ସେହି, ଚିର ଚରିତ, ସ୍ନେହ ବୋଳା, କଥାର ଆଳରେ ବନ୍ଧା ପଡିଛି ଆମର ବନ୍ଧୁତା !

ଜୀବନର ଏଇ ଅଙ୍କା ବଙ୍କା ଚଲା ପଥରେ, ଆସିଛି କେତେଯେ ବାଧା !

ପ୍ରତିମୁହୂର୍ତ୍ତ ର ସେଇ ବାଧା ପୂର୍ଣ୍ଣ ଜୀବନ ପଥରେ, ଆପଣଙ୍କ ପ୍ରେରଣା ସଦା, ମୋତେ, ଜୀବନ ପଥରେ ଚାଲିବାର ଦେଇଛି ନୂତନ ରାହା!

ଆପଣଙ୍କ ସେହି ସ୍ନେହର ପରସ, ସଦା ମୋ ଜୀବନ ଦୀପରେ ସାଜିଥିବ ସେଇ ଅଲିଭା ସଳିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy