Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

alok Kumar

Thriller

3  

alok Kumar

Thriller

ଯୁଦ୍ଧ ନୁହେଁ, ଆମେ ଶାନ୍ତି ଚାହୁଁ!

ଯୁଦ୍ଧ ନୁହେଁ, ଆମେ ଶାନ୍ତି ଚାହୁଁ!

1 min
147


ଯୁଦ୍ଧ ନୁହେଁ, ଆମେ ଶାନ୍ତି ଚାହୁଁ, ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ !


ରୁଷ, ଯୁକ୍ରେନ, ହେଉ କି ଇସ୍ରାୟେଲ, ହମାମ ହେଉ, ଅବା ହେଉ ଭାରତ ପାକିସ୍ତାନ, ସବୁ ଜନତାଙ୍କ ରକ୍ତ ର ରଙ୍ଗ ଯେ ସମାନ, ରକ୍ତ ର ରଙ୍ଗ ଯେ ସମାନ !


ଯୁଦ୍ଧମ ଦେହି ଡାକରାରେ, ବଳି ପଡ଼ଇ କେତେ ଯେ ନିରୀହ ଜୀବନ, ଅନାଥ ହୁଅନ୍ତି କେତେ ଯେ ଘର ପରିବାର, କେତେ ଯେ ଘର ପରିବାର. !


ଯୁଦ୍ଧ ନୁହେଁ, ଆମେ ଶାନ୍ତି ଚାହୁଁ, ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ !


ଯୁଦ୍ଧର ସଂହାର ଗର୍ଭରେ ବିଲୀନ ହୋଇଯାଏ, କୋଟି କୋଟି ଟଙ୍କାର ଧନ ସମ୍ପତି, ଦୋହଲି ଯାଏ ସାରା ବିଶ୍ୱର ଅର୍ଥନୀତି, ଦୋହଲିଯାଏ ସାରା ବିଶ୍ୱର ଅର୍ଥନୀତି !


ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ, ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ !


ପ୍ରଥମ ବିଶ୍ୱଯୁଦ୍ଧ, ହେଉ କି ଦ୍ୱିତୀୟ ବିଶ୍ଵଯୁଦ୍ଧ, ତାହାର ଭୟାବହ ପରିଣତି ଦେଖିଛି ସାରା ବିଶ୍ୱ, ଦେଖିଛି ସାରା ବିଶ୍ୱ !


କବିତା ମାଧ୍ୟମେ, ନିବେଦନ କରେ ମିଳିତ ଜାତି ସଂଙ୍ଘ କୁ, ଇସ୍ରାଏଲ, ହମାମ ର ଯୁଦ୍ଧ ରୋକିବାକୁ, ଇସ୍ରାଏଲ ହମାମ ର ଯୁଦ୍ଧ ରୋକିବାକୁ !


ଯୁଦ୍ଧ ନୁହେଁ, ଆମେ ଶାନ୍ତି ଚାହୁଁ, ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ !



Rate this content
Log in

Similar oriya poem from Thriller