STORYMIRROR

Nibash Chandra Behura

Inspirational Thriller Others

4  

Nibash Chandra Behura

Inspirational Thriller Others

ଆଧୁନିକ ଯୁବତୀ

ଆଧୁନିକ ଯୁବତୀ

1 min
288

ମା କହେ ଝିଅ ସାଇନ୍ସ ପଢିବ

ବାପା କହେ ପଢୁ ଆର୍ଟସ, 

ଝିଅ ର ଏମିତି ଗୁଣ ଗାରିମା ଯେ

ପ୍ରେମ ପରୀକ୍ଷା ରେ ପାସ ।


ଉପରେ ଉପରେ ଚିକ୍କଣ ଦିଶନ୍ତି 

ଭିତରେ କରନ୍ତି କପଟ, 

ଏ ଝିଅଙ୍କ ସଙ୍ଗେ ଭାବ ଯେ କରିଲେ

ବୋଲାଇବ ତୁମେ ଲମ୍ପଟ ।


ଚାଟିଙ୍ଗ୍ କରନ୍ତି ଡେଟିଙ୍ଗ୍ କରନ୍ତି

ଯାଆନ୍ତି ଗାଡିରେ ବୁଲି, 

କହିଲେ କୁହନ୍ତି ସେ ମୋର ଧନ

ପାରିବି ନାହିଁ ମୁଁ ଭୁଲି ।


ଆଜି ଆ ସାଥେ କାଲି ତା ସାଥେ

ବଦଳାନ୍ତି ନୀତି ଲଭର,

ମୁହଁ ତାଙ୍କ ଅଟେ ଟେଣ୍ଡ କପଡା

ସତେ ଅବା ମଲ୍ଟି କଲର ।


ହ୍ୱାଟ୍ସ ଆପ୍ ଚଲାନ୍ତି ଫେସବୁକ୍ ଚଲାନ୍ତି

ଚଲାନ୍ତି ସେ ଇଷ୍ଟାଗ୍ରାମ

ଭିଡିଓ କଲ୍ ରେ ବ୍ୟସ୍ତ ସେ ରୁହନ୍ତି 

ଛାଡି ସବୁ ଘର କାମ ।



Rate this content
Log in

Similar oriya poem from Inspirational