STORYMIRROR

Nibash Chandra Behura

Others

3  

Nibash Chandra Behura

Others

ହୃଦୟ ରୁ ପଦେ

ହୃଦୟ ରୁ ପଦେ

1 min
212

କଲମ ଠାରୁ ମୁଁ ଆଜି ବହୁତ୍ ଦୂରରେ କାହିଁକି ନା ପରିସ୍ଛିତି ହିଁ ବଦଳେଇ ଦେଇଛି ସବୁ କିଛି । 

ଆଉ ମୁଁ ଯଦି କଲମ ଧରି ଲେଖିବା ଆରମ୍ଭ କରିବି ନା , ମୁଁ ଜାଣିଛି କିଛି ଲୋକଙ୍କୁ ନୂଆ ରୁମାଲ୍ କିଣିବା ପାଇଁ ପଡିବ। ଯୋଉଟା କି ମୁଁ ଚାହେଁନି । କାହିଁକି ନା ଯଦି କାହା ମୁହଁ ରେ ହସ ର କାରଣ ମୁଁ ନୁହେଁ ତାହେଲେ ଲୁହ ର କାରଣ କଣ ପାଇଁ ହେବି ମୁଁ । 


                    ।। ଇତି।।

                         ତମର ମୁଁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍