STORYMIRROR

Mr.GAGAN BIHARI NAYAK

Action Fantasy Thriller

4  

Mr.GAGAN BIHARI NAYAK

Action Fantasy Thriller

ଅଧୁରା କାହାଣୀ

ଅଧୁରା କାହାଣୀ

1 min
621


ଅଧା ରହିଗଲା ଅଧୁରା କାହାଣୀ। 

ଗଲ ସାଥୀ ବହୁଦୂରେ। 

ସେ ଦିନୁ ଚାହିଁଚି ତୁମ ଫେରନ୍ତାକୁ ।

ନିଦ ନାହିଁ ଏ ଆଖିରେ ।0।


ନିରୋଳା ସମୟ ବିତିଛି ଅନେକ ।

ତୁମ ସାଥେ ବଗିଚାରେ ।

ଆମୋଦ ପ୍ରମୋଦେ ବିତିଛି ସମୟ ।

ମନେ ପକା ସାଥୀ ଥରେ ।

ଗୋଲାପ ତୋଳି ମୁଁ ଖୋସି ଦେଇଛି ତୋ।

ମୁକୁଳା କବରୀ ପରେ ।୧।


ମୂକ ପାନ୍ଥଶାଳା ସାକ୍ଷୀ ଥିଲା ଆମ।

ପ୍ରଥମ ମିଳନ ରାତି ।

ତୁମେ ଗପୁଥିଲ ମୁଁ ଗଲୁ ଥିଲି 

ମନ ତଳେ ଭରା ତାତି ।

ଓଠ ଚୁମୁଥିଲା ପ୍ରୀତିର ପୀୟୁଷ ।

ଶିହରିତ ଦେହଟାରେ (୨)



Rate this content
Log in

Similar oriya poem from Action