STORYMIRROR

Asish Behera

Children

3  

Asish Behera

Children

ଗୌରୀମାତା

ଗୌରୀମାତା

1 min
224

ଅଷ୍ଟମରେ ପୂଜାପାଅ

ଗୌରୀମାତା ନାମେ

ପ୍ରଣାମ କରୁଛି ମାଆଗୋ

ହୃଦୟର ଗ୍ରାମେ


ଶ୍ୱେତବସ୍ତ୍ର ପ୍ରିୟ ମାଆଗୋ 

ସଂସାର ପାଳିତା

ଜୟ ଜୟ ଚତୁର୍ଭୁଜା

ଜୟ ଗୌରୀ ମାତା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children